Browsing Category
More News
ଶଙ୍ଖ ଧରିବେ ହାତ ବିଧାୟକ ନବ ଦାସ
ଝାରସୁଗୁଡା : ଝାରସୁଗୁଡା ବିଧାୟକ ନବ ଦାସ ଶଙ୍ଖ ଫୁଙ୍କିବାକୁ ସଜବାଜ ହେଉଥିବା ଇଶାରା ଦେଲେଣି ା ନିକଟରେ ଝାରସୁଗୁଡାରେ ବିଜୁ ଏକ୍ସପ୍ରେସ୍ େଓ୍ବ ଉଦ୍ଘାଟନୀ ସମାରୋହରେ ନବ ବାବୁ ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ…
Read More...
Read More...
ଆବାସ ନାଁରେ ଅୟସ: ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର େଯାଜନାରେ ଦୁର୍ନୀତି
ରାୟଗଡ଼ା : ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର େଯାଜନାରେ ଦୁର୍ନୀତି ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିଦ୍ର୍ଧେଶ ପରେ ସାରା ରାଜ୍ୟରେ ଭିଜିଲାନ୍ସ ତନାଘନା ତଦନ୍ତ ଚଳାଇଛି। ରାୟଗଡ଼ା ଜିଲ୍ଲାରେ ମଧ୍ଯ ଇନ୍ଦିରା ଆବାସ େଯାଜନାରେ…
Read More...
Read More...
ବଢୁଛି ବୈଜୟନ୍ତଙ୍କ ଅଡୁଆ
କେନ୍ଦ୍ରାପଡ଼ା : ବିଜେଡିରୁ ତଡା ଖାଇବା ପରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଓରଫ ଜୟ ପଣ୍ଡାଙ୍କ ଲାଗି ବେଳକୁ ବେଳ ଅଡୁଆ ବଢିବାରେ ଲାଗିଛି। ବୈଜୟନ୍ତଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ପାଇଁ ଏବେ ସମସ୍ତେ ତାଙ୍କୁ ଘେରିବା…
Read More...
Read More...
ବିଜେପୁରରେ ବିଜେପିର ପ୍ରଚାର ଅଭିଯାନ: ୩ ବ୍ଲକରେ ୪ ସିନେ ତାରକା ସାମିଲ୍
ବିଜେପୁର:ବିଜେପି ବିଜେପୁରରେ ବିରୋଧୀ ଦଳ ପ୍ରତି ନିଜ ରଣହୁଙ୍କାରକୁ ଅଧିକ ପ୍ରଖର କରିବା ପାଇଁ ଆଜି ଓଡ଼ିଶା ସିନେଜଗତର ୪ ସ୍ବନାମଧନ୍ୟ ତାରକା େଯାଗ ଦେଇଥିଲେ। ସେମାନଙ୍କ ମଧ୍ଯରେ ମିହିର୍ ଦାସ, ମହେଶ୍ବତା ରାୟ, ଅନୁ ଚୌଧୁରୀ,…
Read More...
Read More...
ବିଜେପୁର ଉପନିର୍ବାଚନ : ୧୪ ନାମାଙ୍କନ ବୈଧ, ୩ ଖାରଜ
ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ ବୁଧବାର ପ୍ରାର୍ଥୀପତ୍ର ଯାଂଚ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ୧୭ଟି ନାମାଙ୍କନରୁ ୩ଟି ଖାରଜ ହୋଇଛି। ଏହି ତାଲିକାରେ ଅଛନ୍ତି ଉତ୍କଳ ଭାରତ ପ୍ରାର୍ଥୀ ଜଗତରାମ ପୁଟେଲ, ଦୁଇ…
Read More...
Read More...
କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆମôହତ୍ୟା ଘଟଣା : ଏସ୍ଆଇଟି କରିବ ତଦନ୍ତ
ଭୁବନେଶ୍ବର :କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆମôହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ବେଶ୍ ଉଷ୍ମ ହୋଇପଡ଼ିଥିବା ବେଳେ ଆଜି ଘଟଣା ସଂପର୍କରେ ଏସ୍ଆଇଟି (ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍)ତଦନ୍ତ କରିବ ବୋଲି ମୁଖ୍ୟମନ୍ରୀ…
Read More...
Read More...
ପୃଥ୍ଵୀ-୨ର ସଫଳ ପରୀକ୍ଷଣ
ବାଲେଶ୍ୱର : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରମାଣୁ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର ‘ପୃଥ୍ଵୀ-୨’ର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁରସ୍ଥିତ ଲଞ୍ଚ କଂପ୍ଲେକ୍ସ-୩ରୁ ‘ପୃଥ୍ଵୀ-୨’ର ପରୀକ୍ଷଣ ପୂର୍ବାହ୍ନ ୧୧ଟା ୩୫ ମିନିଟରେ…
Read More...
Read More...
ହାଇୱା ଧକ୍କାରେ ଆର୍ଟିଓଙ୍କ ମୃତ୍ୟୁ
ଯାଜପୁର :ହାଇୱା ଧକ୍କାରେ ଆର୍ଟିଓଙ୍କ ମୃତ୍ୟୁ ।ଯାଜପୁର ଟାଉନ ଆର୍ଟିଓ ମନୋଜ ବେହେରା । ପାଣିକୋଇଲି-ଯାଜପୁର ରୋଡ ଏନ୍ଏଚ୍- ୨୧୫ ନଂରେ ଦୁର୍ଘଟଣା ।ନୂଆପଦା ଛକରେ ଗାଡି ଚେକିଂ କରୁଥିବା ବେଳେ ଧକ୍କା ଦେଲା ହାଇୱା । ବିଳମ୍ବିତ…
Read More...
Read More...
ଶିକ୍ଷା ସହାୟକ ଚୟନରେ ଆଞ୍ଚଳିକ ଭେଦଭାବ,କଳାହାଣ୍ଡି ବନ୍ଦ କଲେ ବିରୋଧୀ,ଓପେପା ଘେରିଲେ ସପକ୍ଷବାଦୀ
କଳାହାଣ୍ଡି/ଭୁନେଶ୍ବର : ଶିକ୍ଷା ସହାୟକ ଚୟନର ଶେଷ ଦିନରେ ବି କଳାହାଣ୍ଡିରେ ଜିଲ୍ଲା ବାହାରର ଆଶାୟୀଙ୍କୁ ବିରୋଧ । ଜିଲ୍ଲା ଭିତିରେ ଚୟନ ଦାବିରେ ବିକ୍ଷୋଭକାରୀ କଳାହାଣ୍ଡି ବନ୍ଦ ଡାକରା ଦେଇ ରାସ୍ତା ଅବରୋଧ କରିଥିଲେ ।…
Read More...
Read More...
କୁନ୍ଦୁଲୀ ପୀଡିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ନୁହେଁ, ପ୍ରମାଣ ନଷ୍ଟ ପାଇଁ ଦାୟିତ୍ୱ ନେଇଛିି କ୍ରାଇମବ୍ରାଂଚ: ବିଜେପି
ଭୁବନେଶ୍ୱର : କୁନ୍ଦୁଲି ଗଣଦୁର୍ଷମ ପୀଡିତାଙ୍କ ଆତ୍ମହତ୍ୟା ଘଟଣାର ବିଜେପି ପୁଣି ସରକାରଙ୍କୁ କାଠ ଗଡାକୁ ଟାଣିଛି । ଏହି ପ୍ରସଂଗରେ ଅଭିଯୋଗ ପୋଲିସ ଡିଜିଙ୍କ ବିରୋଧରେ ଥିବାରୁ କ୍ରାଇମବ୍ରଂଚ ତଦନ୍ତ ନୁହେଁ ମାମଲା ସିବିଆଇକୁ…
Read More...
Read More...
ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଅଟକ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ବରପଲ୍ଲି ଗ୍ରାମରେ ବୁଧବାର ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ହେବାପରେ ପୋଲିସ ଅଭିଯୁକ୍ତ ପଦି ନାୟକକୁ ଥାନାରେ ଅଟକ ରଖି…
Read More...
Read More...
ବାଲେଶ୍ୱରରେ ଚାଞ୍ଚଲ୍ୟ,ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା
ବାଲେଶ୍ୱର: ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ପ୍ରଥମେ ଗୁଳି କରିବା ପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ସାହାଯ୍ୟରେ ଅତି ନୃଶଂସ ଭାବରେ ହତ୍ୟା କରିଛନ୍ତି। ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟସ୍ଥ ସତ୍ସଙ୍ଗ…
Read More...
Read More...
ସୁନ୍ଦରଗଡ଼ ଜେଲରେ ବଜ୍ରପାତ, ୨ କଏଦୀ ମୃତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜେଲରେ ମଙ୍ଗଳବାର ସନ୍ଧ୍ୟାରେ ଦୁଃଖଦପୂର୍ଣ୍ଣ ଘଟଣା ଘଟିଛି। ବଜ୍ରପାତ କାରଣରୁ ଜେଲରେ ୨ ଜଣ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଜେଲ ପରିସରରେ ବୁଲାବୁଲି କରୁଥିବା ବେଳେ ବଜ୍ରପାତ ଘଟିବାରୁ…
Read More...
Read More...
ଦାମି ଯୋତା ଓଦା ହେଇଯିବ ବୋଲି,କାନ୍ଧରେ ବୋହି ବିଧାୟକଙ୍କୁ ନଦୀ ପାର କଲେ ଲୋକେ
ମାଲକାନଗିରି :ସାରା ରାଜ୍ୟରେ ମିଡ଼ିଆର ଚର୍ଚ୍ଚାର କେନ୍ଦ୍ରରେ ରହିଛି ମାଲକାନଗିରି ବିଧାୟକଙ୍କୁ ଲୋକେ କାନ୍ଧରେ ବୋହି ନେଉଛନ୍ତି। ଗତକାଲି ମାଲକାନଗିରି ବିଧାୟକ ମାନସ ମାଡକାମି ମୋଟୁ ଠାରେ ଏକ ଉଦଘାଟନୀ କାର୍ୟ୍ୟକ୍ରମରେ…
Read More...
Read More...
